Thursday , June 24 2021
Breaking News
Home / ବିଶେଷ / ପାହାଡି ତରଙ୍ଗର ନୂତନ କର୍ମକର୍ତ୍ତା ନିର୍ବାଚନ

ପାହାଡି ତରଙ୍ଗର ନୂତନ କର୍ମକର୍ତ୍ତା ନିର୍ବାଚନ

 ବାଲିଗୁଡା, ୨୩/୦୨/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ସର୍ବ ପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ ପାହାଡି ତରଙ୍ଗର ୨୦୨୧-୨୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଏଗ୍ରୋବେଦିକର ସଭା      ଗୃହ ପରିସରରେ ସର୍ବସମତି କ୍ରମେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସଭାପତି ଭାବେ କୌଶିକ ସାହୁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି -ଦେବବ୍ରତ ସିଂଦେଓ, ସମ୍ପାଦକ -କେଦାରନାଥ ନାୟକ, ସହ ସମ୍ପାଦକ-ବିଶ୍ୱଜିତ ସାହୁ, ପରିଚାଳନା ସମ୍ପାଦକ -ଚରଣ ବିନ୍ଧାଣୀ, ଗୋପାଳ କୃଷ୍ଣ ନାୟକ, ଅବନୀକାନ୍ତ ନାୟକ, କୋଷାଧ୍ୟକ୍ଷ -ସରୋଜ କୁମାର ନାୟକ, ଏବଂ ଉପଦେଷ୍ଟା ମଣ୍ଡଳୀରେ  -ମିହିରକାନ୍ତ ପାଢ଼ୀ, ରାମଚନ୍ଦ୍ର ଗୌସ୍ୱାମୀ, ଉମାଚାରଣ ଡିଗାଲ ପ୍ରମୁଖ ନିର୍ବାଚିତ ହୋଇଛନ୍ତି  । ଓଡିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *