Monday , June 21 2021
Breaking News
Home / ବିଶେଷ / ପାରାଦ୍ୱୀପ ରିଫାଇନାରୀ ପକ୍ଷରୁ ପଥପ୍ରାନ୍ତ ନାଟକ ମଂଚସ୍ଥ

ପାରାଦ୍ୱୀପ ରିଫାଇନାରୀ ପକ୍ଷରୁ ପଥପ୍ରାନ୍ତ ନାଟକ ମଂଚସ୍ଥ

ପାରାଦ୍ୱୀପ ୦୧/୧୧/୨୦୧୯(ଓଡ଼ିଶା ସମାଚାର)-ସତର୍କତା ସଚେତନତା ପକ୍ଷ ପାଳନ ଅବସରରେ ପାରାଦ୍ୱୀପ ରିଫାଇନାରୀ ପକ୍ଷରୁ ଗୁରୁବାର ଦିନ ପଥପ୍ରାନ୍ତ ନାଟକ ପରିବେଶିତ ହୋଇଥିଲା । ପାରାଦ୍ୱୀପ ଗଡ ବଜାରରେ ଏହି ସଚେତନତା ନାଟକ ପ୍ରଦର୍ଶିତ ହୋଇଥିଲା । ସେହିପରି କେନ୍ଦ୍ରାପଡା ଜିଲ୍ଲା ବଡକୁଳସ୍ଥ ବଦ୍ରମହାକାଳୀ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ରିଫାଇନାରୀର ଅଧିକାରୀ ମାନେ ଉପସ୍ଥିତ  ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *