Friday , June 18 2021
Breaking News
Home / କ୍ରୀଡ଼ା / ପାରାଦ୍ୱୀପ ବନ୍ଦର ଜିଲ୍ଲା ଫୁଟବଲ ଟିମ୍ ଚୟନ ଫେବୃଆରୀ ୪ରେ

ପାରାଦ୍ୱୀପ ବନ୍ଦର ଜିଲ୍ଲା ଫୁଟବଲ ଟିମ୍ ଚୟନ ଫେବୃଆରୀ ୪ରେ

ପାରାଦୀପ ୨୯/୦୧/୨୦୨୧(ଓଡ଼ିଶା ସମାଚାର)-ଫୁଟବଲ୍ ଆସୋସିଏସନ ଓଡିଶା ଦ୍ୱାରା ଫେବୃଆରୀ ୭,୨୦୨୧ରେ ଆୟୋଜନ ହେବାକୁ ଥିବା ପୁରୁଷ ସିିନିୟର ଆନ୍ତଃ ଜିଲ୍ଲା ଫୁଟବଲ୍ ଟିମ୍ ପାଇଁ ପାରାଦ୍ୱୀପ ବନ୍ଦର ଜିଲ୍ଲା ଖେଳାଳୀ ଚୟନ ଆସନ୍ତା ଫେବୃଆରୀ ମାସ ୪ ତାରିଖ ୨୦୨୧ ୯ଘଟିକା ସମୟରେ ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଇଚ୍ଛୁକ ଖେଳାଳୀ ମାନେ ଜନ୍ମ ପ୍ରମାଣ ପତ୍ର ସହ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଉପସ୍ଥିତ ରହି ଏହି ଚୟନରେ ଭାଗ ନେବାକୁ ପାରାଦ୍ୱୀପ ଫୁଟବଲ୍ ଜିଲ୍ଲା ପକ୍ଷରୁ ସୂଚନା ଦିଆଯାଇଛି ।  ଓଡ଼ିଶା ସମାଚାର

About admin

Check Also

ଓସିଏ ସିନିୟର ଓ ୧୯ ବର୍ଷରୁ କମ୍ ଆନ୍ତଃ କ୍ଳବ  କ୍ରିକେଟ ଟୁର୍ଣ୍ଣାମେଂଟ ପାରାଦ୍ୱୀପ ରେ ଉଦଯାପିତ

ପାରାଦୀପ ୦୯/୦୪/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ପୋର୍ଟ କ୍ରିକେଟ ଜିଲ୍ଲା ଆନୁକୁଲ୍ୟରେ ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଆସୋସିଏସନ …

Leave a Reply

Your email address will not be published. Required fields are marked *