Wednesday , June 16 2021
Breaking News
Home / ବିଶେଷ / ପାରାଦ୍ୱୀପ ଗଡ ବିଜୁପଟ୍ଟନାୟକ ମାକେଟ ପରିଷରରେ ପାରାଦ୍ୱୀପ ତୈଳ ବିଶୋଧନାଗାରର ସ୍ୱଚ୍ଛତା ଅଭିଯାନ

ପାରାଦ୍ୱୀପ ଗଡ ବିଜୁପଟ୍ଟନାୟକ ମାକେଟ ପରିଷରରେ ପାରାଦ୍ୱୀପ ତୈଳ ବିଶୋଧନାଗାରର ସ୍ୱଚ୍ଛତା ଅଭିଯାନ

ପାରାଦ୍ୱୀପ ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପ ତୈଳ ବିଶୋଧନଗାରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟି.ଡି.ଭି.ଏସ୍ ଗୋପାଳକିଷ୍ଣଙ୍କ ତତ୍ୱାବଧାନରେ ବିଷୋଧନାଗାର ଅଧିକାରୀଙ୍କ ଦ୍ୱାରା  ପାରାଦ୍ୱୀପ ଗଡର ବିଜୁ ପଟ୍ଟନାୟକ ମାର୍କେଟ କମ୍ପେକ୍ସ ଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ରାଷ୍ଟୀୟ ମିଶନ ଭାବେ ପରିଗଣୀତ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ସରପଂଚ ଯୋଗଦେଇଥିଲେ । ସ୍ୱଚ୍ଛତା ପଖୱାଡା ୨୦୧୯ କାର୍ଯ୍ୟକ୍ରମରେ ପାରାଦ୍ୱୀପ ତୈଳ ବିଶୋଧନାଗାର ପକ୍ଷରୁ ପାରିପାଶ୍ୱିକ ଗ୍ରାମ ଓ ଅଂଚଳରେ ପୁଷ୍ପରଣୀ ସଫେଇ, ସଚେତନତା ପଥପ୍ରାନ୍ତ ନାଟକ, ବର୍ଯ୍ୟବସ୍ତୁ ପରିଚାଳନା ଶିବିର ଓ ସଚେତନତା ରାଲି ଭଳି ବହୁ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇସାରିଛି । ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *