Sunday , June 13 2021
Breaking News
Home / ବିଶେଷ / ପାରଦୀପ ଏନ.ସି.ସି କ୍ଲବ ପକ୍ଷରୁ ବନ୍ଧୁ ମିଳନ

ପାରଦୀପ ଏନ.ସି.ସି କ୍ଲବ ପକ୍ଷରୁ ବନ୍ଧୁ ମିଳନ

ପାରାଦ୍ୱୀପ , ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପ ଏନ୍.ସି.ସି. କ୍ରିକେଟ କ୍ଲବ ତରଫରୁ ବୁଧବାର ଦିନ ଶଣ୍ଡକୁଦ ସାଉଦଗେଟ୍ ନିକଟରେ ବନ୍ଧୁ ମିଳନଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକର୍ମରେ ସଭାପତିତ୍ୱ କରିଥିଲେ ଚନ୍ଦନ କୁମାର ଦାସ , ଅନ୍ୟମାନଙ୍କ ମଧ୍ୟରେ ତୁଷାର କୁମାର ପ୍ରଧାନ, ଜୟନ୍ତ ଲେଙ୍କା,ସ୍ମ୍ମୃତି ରଂଜନ ଜେନା, ପ୍ରକାଶ ରାଉତ, ସଂଜୟ ସାହୁ,ଦିପ୍ତି ରଂଜନ ଦାସ, ଜଗନ୍ନାଥ ଶତପଥୀ,ପାର୍ଥ ସାରଥି ମହାପାତ୍ର , ମାନସ ପଣ୍ଡାା,ସୁଶାନ୍ତ,ସଂଜୟ ସେଠି, ସଂନ୍ତେସ ରାଉତ,ନିର୍ଭୟୁ ମଲ୍ଲ ପ୍ରମୁଖ ଯୋଗଦାନ କରିଥିଲେ । ଏହି କ୍ଲବ ତରଫରୁ ପ୍ରତିବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଏ । ଏ ବର୍ଷ କରୋନାକୁ ଦୃଷ୍ଠିରେ ରଖି ସିମିତ ସଦସ୍ୟ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କ୍ଲବ କରୋନା ସମୟରେ ମାସ୍କ ,ସାନିଟାଇଜର,ଅସହାୟ ମାନଙ୍କୁ ଖାଦ୍ୟ ବଂଟନ ଭଳି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *