Monday , June 21 2021
Breaking News
Home / ତାଜା ଖବର / ପାଟକୁରା ପୁଲିସ ପକ୍ଷରୁ ଚେରାମଦ କାରବାର ରୋକିବାକୁ ଧରପଗଡ

ପାଟକୁରା ପୁଲିସ ପକ୍ଷରୁ ଚେରାମଦ କାରବାର ରୋକିବାକୁ ଧରପଗଡ

ପାଟକୁରା , ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ଥାନା ପକ୍ଷରୁ ମଙ୍ଗଳବାର ବିଭିନ୍ନ ସ୍ଥାନରେ ଅବକାରୀ ରୋକିବାକୁ ଧରପଗଡ କରାଯାଇଥିବାର ଜଣାଯାଇଛି । ପାଟକୁରା ଥାନା ପକ୍ଷରୁ ଜଣାଯାଇଛି ଯେ,ପାଟକୁରା ଥାନା ଅଧିନ ପଦ୍ମପୁର. ନୁଆପଡା,  ତିକନପୁର, ବନ୍ତଳା ଓ ହରିପୁର ଆଦି ବିଭିନ୍ନ ସ୍ଥାନମାନଙ୍କରେ ଚୋରା ମଦ କାରବାରକୁ ରୋକିବା ପାଇଁ ପୁଲିସ ପକ୍ଷରୁ ଧରପଗଡ କରାଯାଇଥିଲା । ମାତ୍ର କୌଣସି ଠାରେ ଅବକାରୀ ଜିନିଷ ଧରାଯାଇ ପାରି ନ ଥିବା ଥାନା ସୂତ୍ରରୁ ଜଣାଯାଇଛି ।   ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *