Saturday , July 31 2021
Breaking News
Home / ସ୍ୱାସ୍ଥ୍ୟ / ପାଟକୁରା : ଆଉ ଦୁଇଜଣଙ୍କର ପଜିଟିଭ୍ ଚିହ୍ନଟ  , ମୋଟ୍ ୫୦ ଜଣ ପଜିଟିଭ  

ପାଟକୁରା : ଆଉ ଦୁଇଜଣଙ୍କର ପଜିଟିଭ୍ ଚିହ୍ନଟ  , ମୋଟ୍ ୫୦ ଜଣ ପଜିଟିଭ  

ପାଟକୁରା ୦୮/୦୫/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ପ୍ରତ୍ୟେକ ଦିନ ୧୫୦ରୁ ଉଦ୍ଧ୍ୱର୍ ଲୋକ କରୋନା ନମୂନା ପରୀକ୍ଷା କରାଉଥିବା ବେଳେ, ଆକ୍ରାନ୍ତମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପାଟକୁରା ମେଡିକାଲ ସୂତ୍ରରୁ ପ୍ରକାଶ । ଆଜି ଦୁଇ ଜଣ କରୋନା ପଜିଟିଭ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ସେହିପରି ଆଜି ସୁଦ୍ଧା ମୋଟ ୫୦ଜଣଙ୍କର କରେନା ପଜିଟିଭ୍ ବାହାରିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଆକ୍ରାନ୍ତମାନେ ନିଜ ନିଜ ଘରେ ଏକାନ୍ତରେ ରହି ଚିକିତ୍ସିତ ହେଉଥିବା ସମ୍ପର୍କରେ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ଆଜି କେନ୍ଦ୍ରାପଡ଼ା ଜିଲାରେ ୩୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା,୩୦/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ୩୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା …

Leave a Reply

Your email address will not be published. Required fields are marked *