Sunday , June 20 2021
Home / ବିଶେଷ / ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ

ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ

ଭୁବନେଶ୍ୱର, ୨୭/୦୪/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସାହିତ୍ୟିକ , ଓଡ଼ିଆ ସହିତ୍ୟର ମଉଡ଼ ମଣି ପଦ୍ମଶ୍ରୀ , ପଦ୍ମବିଭୁଷଣ ମନୋଜ ଦାସ ଙ୍କର ୮୭ ବର୍ଷ ବୟସରେ ପଣ୍ଡିଚେରୀ ଠାରେ ପରଲୋକ ଗମନ କରିଥିବା ସୂଚନା ମିଳିଛି । ସେ ଗତ କିଛି ମାସ ଧରି ଅସୁସ୍ଥ ଥିଲେ ଓ ଚିକିତ୍ସାଧିନ ଅବସ୍ଥାରେ ଆଖବ ବୁଜିଛନ୍ତି । ସାରା ଭାରତ ଏବଂ ବିଦେଶରେ ସେ ଜଣେ ଉଜ୍ୱଳ ତାରକା ଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *