Tuesday , June 15 2021
Breaking News
Home / କ୍ରୀଡ଼ା / ପତିତପାବନ କ୍ରିକେଟ୍ – ୨୬ରେ ଫାଇନାଲ ଖେଳିବେ ଜିଗନିପୁର ଓ ହରଚଣ୍ଡି

ପତିତପାବନ କ୍ରିକେଟ୍ – ୨୬ରେ ଫାଇନାଲ ଖେଳିବେ ଜିଗନିପୁର ଓ ହରଚଣ୍ଡି

ପାରାଦୀପ,୨୫/୦୧/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ୨୬ ତାରିଖ ମଙ୍ଗଳବାର ଆମ୍ବେରୀ ଖେଳ ପଡ଼ିଆରେ ୪୦ତମ ପତିତପାବନ କ୍ରିକେଟ୍ ଟୁର୍ଣ୍ଣାମେଂଟର ଫାଇନାଲ ଖେଳ ଅନୁଷ୍ଠିତ ହେବ । ଜିଗନିପୁର ଓ ହରଚଣ୍ଡି ମଧ୍ୟରେ ଏହି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ରବିବାର ଶେଷ ସେମିଫାଇନାଲ ମ୍ୟାଚ୍ ଥିଲା । ଏଥିରେ ପଲେଇ ଟିମ୍ କୁ ହରଚଣ୍ଡି ହରାଇ ଫାଇନାଲରେ ପ୍ରବେଶ କରିଛି । ଏହି ଖେଳରେ ହରଚଣ୍ଡିର ଶୁଶାନ୍ତ ରାଉଳଙ୍କୁ ଅତିଥି ଅମରେଶ ମଲିକ ମ୍ୟାନ୍ ଅଫ୍ ଦ ମ୍ୟାଚ୍ କପ୍ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ୨୬ରେ ସିନିୟର ଓ ୧୯ବର୍ଷରୁ କମ୍ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟ

ପାରାଦୀପ ୨୪/୦୩/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଦ୍ୱାରା ହେବାକୁ ଥିବା ସିନିୟର ଓ ୧୯ବର୍ଷରୁ …

Leave a Reply

Your email address will not be published. Required fields are marked *