Wednesday , June 16 2021
Breaking News
Home / ଶିକ୍ଷା / ପଂଚାୟତ ବାଣୀପୀଠରେ ଚାରାରୋପଣ

ପଂଚାୟତ ବାଣୀପୀଠରେ ଚାରାରୋପଣ

ନାଉଗାଁ. ୨୯/୦୭/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଦଣ୍ଡା ବାଣୀପୀଠ ଉ.ପ୍ରା.ବିଦ୍ୟାଳୟ ରେ ପରିବେଶ  ସଚେତନା ପାଇଁ ଉକ୍ତ ସ୍ଲୁଲ ରେ ମାସେ ଧରି ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ? ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀୟୁକ୍ତ ଚିତରଂଜନ  ଗୋଛାୟତ ଚାରାରୋପଣର ଆବଶ୍ୟକତା ସଂପର୍କରେ ଆଲୋକପାତ କରିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜନିଜ ବାଡି ବଗିଚାରେ ଚାରାରୋପଣ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିସରରେ ପଣସ, ବେ. ବଉଳ, ଦେବଦାର. ଲିମ୍ବ ଆଦି ଚାରାରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକ ରୂପେଶ ରଂଜନ ରାଉତ,ଶିକ୍ଷୟିତ୍ରୀ ପ୍ରପ୍ଲୁଂଲି ବିଶ୍ୱାଳ, ତିଳୋତମା ବେହୁରା , ଓ ସାଗରିକା ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *