Monday , June 21 2021
Breaking News
Home / ବିଶେଷ / ନିରାକାରପୁର ବରୋଦା ବ୍ୟାଙ୍କ କର୍ମଚାରୀ କୋଭିଡ଼ ପଜେଟିଭ : ୪୮ ଘଂଟା ପାଇଁ ବ୍ୟାଙ୍କ କାରବାର ବନ୍ଦ୍

ନିରାକାରପୁର ବରୋଦା ବ୍ୟାଙ୍କ କର୍ମଚାରୀ କୋଭିଡ଼ ପଜେଟିଭ : ୪୮ ଘଂଟା ପାଇଁ ବ୍ୟାଙ୍କ କାରବାର ବନ୍ଦ୍

ନିରାକାରପୁର, ୯/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ବ୍ୟାଙ୍କ ଅଫ ବରୋଦାର ଜଣେ କର୍ମଚାରୀ କୋଭିଡ଼ ପଜେଟିଭ ଚିିହ୍ନଟ ହେବା ପରେ ବ୍ୟାଙ୍କକୁ ୪୮ ଘଂଟା ପାଇଁ ବନ୍ଦ୍ କରାଯାଇଛି । ସରକାରୀ କୋଭିଡ଼ ନିୟମ ମୁତାବକ ବ୍ୟାଙ୍କ ପରିସର ମଧ୍ୟର ଜଣେ କର୍ମଚାରୀ କୋଭିଡ଼ ଚିହ୍ନଟ ହୋଇଥିବାରୁ ବ୍ୟାଙ୍କ କର୍ତୃପକ୍ଷ ନୋଟିସ କରି ୪୮ ଘଂଟା ପାଇଁ ବ୍ୟାଙ୍କ ବନ୍ଦ୍ ରଖିଛନ୍ତି । ଆଜି ବହୁ ଗ୍ରାହକ ନ ଜାଣିପାରି ବ୍ୟାଙ୍କ କୁ ଆସି ଫେରିବାର ଦେଖିବାକୁ ମିଳିଥିଲା । ବୁଧବାର ୧୦ ତାରିଖରେ ଗ୍ରାହକମାନଙ୍କ ପାଇଁ ଖୋଲା ଯିବ ବୋଲି ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *