Sunday , June 20 2021
Home / ବିଶେଷ / ନିରାକାରପୁରରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ

ନିରାକାରପୁରରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ

ନିରାକାରପୁର,୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ପାଖାପାଖି ଅଂଚଳରେ ବ୍ୟବସାୟୀମାନଙ୍କ ଦ୍ୱାରା ଡ଼ାକରା ହୋଇଥିବା ଭାରତ ବନ୍ଦର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି । ଏହି ଅଂଚଳରେ ବଡ଼ ଦୋକାନ ଗୁଡ଼ିକ ବନ୍ଦ ଥିବାବେଳେ ଛୋଟ ଛୋଟ ଦୋକାନ ଖୋଲାଥିବା ସହ ବ୍ୟାଙ୍କ, ସ୍କୁଲ ଓ କଲେଜ ଖୋଲା ରହିଥିବାର ଦେଖିବାକୁ ମିଳିଥିଲା । ସନ୍ଧ୍ୟାବେଳକୁ କିଛି ବନ୍ଦ ଦୋକାନ ଖୋଲିବାର ଦେଖିବାକୁ ମିଳିଥିଲା ।  ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *