Wednesday , June 16 2021
Breaking News
Home / ତାଜା ଖବର / ନିଖୋଜ ଛାତ୍ରର ଶବ ଉଦ୍ଧାର

ନିଖୋଜ ଛାତ୍ରର ଶବ ଉଦ୍ଧାର

ସାଲେପୁର, ୨୨/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ସାତବାଟିଆ ଠାରେ କେନ୍ଦ୍ରାପଡ଼ା କେନାଲରେ ଦୁଇଜଣ ଛାତ୍ର ଗାଧୋଉଥିବା ବେଳେ ଜଳର ପ୍ରଖର ସ୍ରୋତରେ ସେମାନେ ଭାସିଯାଇଥିଲେ । ଦମକଳବାହିନୀ ସଞ୍ଜୟ ଜେନାଙ୍କୁ ଉଦ୍ଧାର କରିଥିବା ବେଳେ ରହୁଳଙ୍କର ପତା ମିଳିନଥିଲା । ଆଜି ତାଙ୍କର ଶବ କେନାଲରେ ଭାସୁଥିବା ବେଳେ ଉଦ୍ଧାର କରାଯାଇଥିଲା । ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଭଳି ଘଟଣା ଯୋଗୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।       ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା …

Leave a Reply

Your email address will not be published. Required fields are marked *