Sunday , June 20 2021
Home / ତାଜା ଖବର / ନାବାଳିକା ମହିଳା ମାଓବାଦୀ ର ଆତ୍ମ ସମର୍ପଣ

ନାବାଳିକା ମହିଳା ମାଓବାଦୀ ର ଆତ୍ମ ସମର୍ପଣ

ମାଲକାନଗିରି, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- ମାଲକାନଗିରି ଏସ୍ପି ଋସିକେଶ ଡି.ଖିଲାରିଙ୍କ ନିକଟରେ ଆଜି ଜଣେ ନାବାଳିକା ମହିଳା ମାଓବାଦୀ ଗୀତା ଓରଫ ଲାଛି ଖରା ଆତ୍ମ ସମର୍ପଣ କରିଛନ୍ତି । ବିଏସଏଫ୍ ଓ ଓଡିଶା ପୁଲିସର କୁମ୍ବିଂ ଅପରେସନ ଚାଲୁଥିବା ବେଳେ ସ୍ୱାଭିମାନ ଅଞ୍ଚଳରେ ଲାଛି ଖରାକୁ ଅଟକ ରଖିଥିଲା। କିନ୍ତୁ ଲାଛି ଆତ୍ମ ସମର୍ପଣ କରିବାକୁ ଇଛା ପ୍ରକାଶ କରିବାରୁ ତାଙ୍କୁ ଗିରଫ କରାଯାଇନଥିଲେ। ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସେ ଜଣେ ସକ୍ରିୟ ସଦସ୍ୟା ଭାବେ କାର୍ୟ୍ୟ କରୁଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *