Sunday , June 13 2021
Breaking News
Home / ତାଜା ଖବର / ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

ପଟ୍ଟାମୁଣ୍ଡାଇ, ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ବିଲରୁ କାମ ସାରି ନଦୀକୁ ଧୋଇ ହେବାକୁ ଯିବା ସମୟରେ  ଚନ୍ଦନ ନାମକ ଯୁବକ ନିଖୋଜ ଅଛନ୍ତି । ଖବର ନେବାରେ ଜଣାପଡ଼ିଛି ଯେ, ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ ଥିବା ବ୍ରାହ୍ମଣୀନଦୀକୁ ଶୌଚ ହେବାକୁ ଯାଇ ଚନ୍ଦନ ନାମକ ଯୁବକ ଫେରି ନାହାନ୍ତି । ନଦୀ ପୂଳରେ ତାର ଜୋତା ଓ କପଡ଼ା ପଡ଼ିଥିବା ବେଳେ ତାର କୌଣସି ଖୋଜ ଖବର ମିଳୁନାହିଁ । ତାକୁ କୁମ୍ଭୀର ଟାଣି ନେଇଥିôବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ଦମକଳ ବାହିନୀ ଆସି ଖୋଜିଖୋଜି କରୁଥିବା ବେଳେ ଏ ପର୍ଯ୍ୟନ୍ତ ତାର କୌଣସି ଖବର ମିଳିନାହିଁ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *