Friday , June 25 2021
Breaking News
Home / ବିଶେଷ / ଦୋଳ ମେଳନ ଓ ଯମୁନା ଯାତ୍ରା 

ଦୋଳ ମେଳନ ଓ ଯମୁନା ଯାତ୍ରା 

ତାରପୁର,୦୨/୦୪/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ଶାଳିଜଙ୍ଗା ଠାରେ ପଂଚୁଦୋଳ ଯାତ୍ରା , ମେଳନ ଯାତ୍ରା ଓ ଯମୁନା ସ୍ନାନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ସମାଜସେବୀ ଶାନ୍ତି ଲତା ଦ୍ୱିବେଦୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ଅଂଚଳର ଦୋଳ ବିମାନ ଏକତ୍ରିତ ହେବା ସହିତ ଠାକୁରମାନେ ଭୋଗ ଖାଇ ମେଳନ ଉତ୍ସବ ମନାଇଥିଲେ । ଏହାକୁ ବସନ୍ତ ଦ୍ୱିବେଦୀ,  ନୀରଂଜନ ଦ୍ୱିବେଦୀ,  ତି୍ରଲୋଚନ ଦ୍ୱିବେଦୀ, ଅଜୟ ଦ୍ୱିବେଦୀ , ବିଜୟ ଦ୍ୱିବେଦୀ,  କ୍ଷୀରୋଦ କୁମାର ଦାସ, ନରେନ୍ଦ୍ର ଦାସ, ଅଶୋକ ମିଶ୍ର, ପ୍ରଫୁଲ ମିଶ୍ର, ଆଲୋକ ଦ୍ୱିବେଦୀ, ସନ୍ତୋଷ ସତପଥି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *