Wednesday , June 16 2021
Breaking News
Home / ବିଶେଷ / ଦୁଲୁପୁର ରେ ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ଦୁଲୁପୁର ରେ ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ରଘୁନାଥପୁର, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ସ୍ଥାନୀୟ ବାବୁଜଙ୍ଗ ପଂଚାୟତର ଦୁଳୁପୁର ଠାରେ ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟର ଆଜି ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ବ୍ରାହ୍ମଣ ପଣ୍ଡିତ ଗୋପାଳ କୃଷ୍ଣ ନନ୍ଦ ବିଧିମୁତାବକ ପୂଜାର୍ଚ୍ଚନା କରିଥିଲେ । ମାନଓ ରଂଜନ ମଲ କର୍ତା ହୋଇଥିଲେ । ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରାଯିବା ସହ ଭଜନ କୀର୍ତନ କରାଯାଉଛି । ଗ୍ରାମର ସନ୍ତୋଷ ମହାପାତ୍ର,ସଂଜୟ ବାରିକ,ଗୁଣନିଧି ବାରିକ,ଜଗବନ୍ଧୁ ସାମଲ,ଗିରିଧାରୀ ମଲ, ରାମକୃଷ୍ଣ ନନ୍ଦ,ଭାସ୍କର ମଲ,ବିଭୂତି ଭୁଷଣ ମଲ,ଦେବାଶିଷ ସେଠୀ,ବଂଶିଧର ବାରିକ,ବିଚିତ୍ରାନନ୍ଦ ମଲ,ପ୍ରଫୁଲ ସାମଲ,ସୌମ୍ୟରଂଜନ ପଟ୍ଟନାୟକ,ପପୁ ସାମଲ ପ୍ରମୁଖ ଉଦ୍ୟୋକ୍ତାମାନେ ଏହିସବୁ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *