Wednesday , June 23 2021
Breaking News
Home / ବିଶେଷ / ଦୁର୍ଦ୍ଧାନ୍ତ ମାଓବାଦୀ ଦୁଲା ମାଡ଼କାମୀ ର ଆତ୍ମସମର୍ପଣ

ଦୁର୍ଦ୍ଧାନ୍ତ ମାଓବାଦୀ ଦୁଲା ମାଡ଼କାମୀ ର ଆତ୍ମସମର୍ପଣ

ମାଲକାନାଗିରି,୨୮/୦୯/୨୦୧୯ ( ଓଡ଼ିଶା ସମାଚାର)- ଜଣେ ଦୁର୍ଦ୍ଧାନ୍ତ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛି । ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ର ଓଡ଼ିଶା ବର୍ଡ଼ର ଜୋନାଲ କମିଟି ର ସଚିବ ଉଦୟ ର ସୁରକ୍ଷା ଦାୟିତ୍ୱରେ ଥିବା ଦୁଲା ମାଡ଼କାମୀ ମାଲକାନାଗିରି ଏସପି ଙ୍କ ନିକଟରେ ଆତ୍ମସମର୍ପଣ କରିଛି । ତା ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସରକାରଙ୍କର ଆତ୍ମସମର୍ପଣ ପାଇଁ ରଖାଯାଇଥିବା ବିଭିନ୍ନ ସୁବିଧା ସୁଯୋଗ ତାଙ୍କୁ ମକ୍ଟମକ୍ଟବ ବୋଲି ଏସପି ଖିଲାରୀ ଋଷିକେଶ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *