Tuesday , June 15 2021
Breaking News
Home / ରାଜନୀତି / ଦୁର୍ଘଟଣା ଜନିତ ମୃତ୍ୟୁ, ଡ଼ାଆଣୀ ସନ୍ଦେହରେ ହତ୍ୟା, ସାପ କାମୁଡ଼ାରେ ମୃତ୍ୟୁ, ଜମିବାଡ଼ି ଗଣ୍ଡଗୋଳ ଓ ଘଡ଼ଘଡ଼ିରେ ଚାଷୀ ମୃତ୍ୟୁ ବୃଦ୍ଧି ପାଇଁ ବିଜୁ ଜନତା ଦଳ ଦାୟୀ : ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି

ଦୁର୍ଘଟଣା ଜନିତ ମୃତ୍ୟୁ, ଡ଼ାଆଣୀ ସନ୍ଦେହରେ ହତ୍ୟା, ସାପ କାମୁଡ଼ାରେ ମୃତ୍ୟୁ, ଜମିବାଡ଼ି ଗଣ୍ଡଗୋଳ ଓ ଘଡ଼ଘଡ଼ିରେ ଚାଷୀ ମୃତ୍ୟୁ ବୃଦ୍ଧି ପାଇଁ ବିଜୁ ଜନତା ଦଳ ଦାୟୀ : ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି

ଭୁବନେଶ୍ୱର, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ସାରା ଓଡ଼ିଶାରେ ଦୁର୍ଘଟଣାଜନିତ ମୃତ୍ୟୁ ଦୃତଗତିରେ ବୃଦ୍ଧି ପାଉଥିବାରୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି ଏବଂ ଏଥିପାଇଁ ବିଜୁ ଜନତା ଦଳ ସରକାରର ତ୍ରୁଟିପୂର୍ଣ୍ଣ ନୀତି ଓ ଯୋଜନା ଦାୟୀ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ରାଉତ ଏକ ବିବୃତିରେ କହିଛନ୍ତି । ଏତଦ୍ ବ୍ୟତୀତ ଡ଼ାଆଣୀ ସନ୍ଦେହରେ ହତ୍ୟା, ସାପ କାମୁଡ଼ା ମୃତ୍ୟୁ, ଜମିବାଡ଼ି ଗଣ୍ଡଗୋଳ ଓ ଘଡ଼ଘଡ଼ିରେ ଚାଷୀ ମୃତ୍ୟୁ ବୃଦ୍ଧି ଇତ୍ୟାଦି ରୋକି ନ ପାରିଲେ ବିଜୁ ଜନତା ଦଳ ସରକାର ଇସ୍ତଫା ଦିଅନ୍ତୁ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ରାଉତ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗରିବଙ୍କ ସାଥିରେ ମୋଦିସରକାର:କଟକ ସଦର ଭାଜପା

କଟକସଦର ୦୯/୦୬/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କରୋନା ମହାମାରୀ ସମୟରେ ଦେଶବାସୀଙ୍କ ହିତରେ ମୋଦିସରକାର ଦେଶର ସମସ୍ତଙ୍କୁ ଟୀକାକରଣ …

Leave a Reply

Your email address will not be published. Required fields are marked *