Sunday , June 13 2021
Breaking News
Home / ବିଶେଷ / ଦୁବାଇରେ ଫସି ରହିଛନ୍ତି ୧୮ ଜଣ ଓଡ଼ିଆ ଦାଦନ ଶ୍ରମିକ

ଦୁବାଇରେ ଫସି ରହିଛନ୍ତି ୧୮ ଜଣ ଓଡ଼ିଆ ଦାଦନ ଶ୍ରମିକ

ଗଞ୍ଜାମ, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- ଖଲ୍ଲିକୋଟ ବ୍ଳକ ମାଣିକପୁର ଗ୍ରାମର ୧୮ ଜଣ ଦାଦନ ଶ୍ରମିକ ପ୍ରାୟ ସାତ ମାସ ପୂର୍ବେ ଦୁବାଇର ଜଣେ ଏଜେଂଟଙ୍କ ମାଧ୍ୟମରେ ଦୁବାଇ ଯାଇଥିଲେ । ସେଠାରେ ସେମାନଙ୍କୁ ନିୟମିତ ମଜୁରୀ କିମ୍ବା ମଧ୍ୟ ଉପଯୁକ୍ତ ପରିମାଣ ଦିଆଯାଉନଥିବା ଏବଂ ନିର୍ଯ୍ୟାତିତ ହେଉଥିବା ଦୃଷ୍ଟିରୁ ସେମାନେ ଭାରତ ଫେରି ଆସିବା ପାଇଁ ଭିଡ଼ିଓ ମାଧ୍ୟମରେ ଜିଲ୍ଲା ତଥା ରାଜ୍ୟ ପ୍ରଶାସନକୁ ଅନୁରୋଧ କରିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *