Thursday , June 24 2021
Breaking News
Home / ବିଶେଷ / ଦୁଇ ମୁଣ୍ଡ ଓ ତିନି ହାତ ଥିବା ବିରଳ ଶିଶୁ କନ୍ୟା ଜନ୍ମ

ଦୁଇ ମୁଣ୍ଡ ଓ ତିନି ହାତ ଥିବା ବିରଳ ଶିଶୁ କନ୍ୟା ଜନ୍ମ

କେନ୍ଦ୍ରାପଡା, ୧୨/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଏକ ବେସରକାରୀ ନର୍ସିଂହୋମରେ ଏକ ଦୁଇ ମୁଣ୍ଡ ଓ ତିନି ହାତ ଥିବା ବିରଳ ଶିଶୁ କନ୍ୟା ଟିଏ ଜନ୍ମ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ କଣି ଗ୍ରାମର ଅମ୍ବିକା ପରିଡା ସେହି ବିରଳ ଶିଶୁ କନ୍ୟାଟିକୁ ଜନ୍ମ ଦେଇଛନ୍ତି । ସେହି ଶିଶୁ କନ୍ୟାଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *