Saturday , July 31 2021
Breaking News
Home / ତାଜା ଖବର / ଦୁଇ ଚୋରା ବନ୍ଧୁକ ବେପାରୀ ଗିରଫ- ୧୦ ଟି ବନ୍ଧୁକ, ଗୁଳି ଆଦି ଜବତ

ଦୁଇ ଚୋରା ବନ୍ଧୁକ ବେପାରୀ ଗିରଫ- ୧୦ ଟି ବନ୍ଧୁକ, ଗୁଳି ଆଦି ଜବତ

ଭୁବନେଶ୍ୱର,୧୮/୦୭/୨୦୨୧(ଓଡ଼ିଶା ସମାଚାର)- ଏସଟିଏଫ କୁ ଆଉ ଏକ ସଫଳତା ମିଳିଛି । ଦୁଇଜଣ ଭେଟେରାନ୍ ଚୋରା ବନ୍ଧୁକ ବେପାରୀଙ୍କୁ ଧରି ସେମାନଙ୍କ ନିକଟରୁ ୧୦ ଟି ବନ୍ଧୁକ, ଗୁଳି, ବାଇକ୍, ମୋବାଇଲ ଫୋନ ଆଦି ଜବତ କରିଛି ଏସଟିଏଫ୍ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇ ପୁଣି ରିମାଣ୍ଡରେ ଆଣି ଖୋଳତାଡ଼ କରାଯିବ । ଗିରଫ ଦୁଇଜଣ ଭେଟେରାନ୍ ଚୋରା ବନ୍ଧୁକ ବେପାରୀ ହେଉଛନ୍ତି ରଣପୁରର ବସନ୍ତ ମହାରଣା ଓ ଖୋର୍ଦ୍ଧାର କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ । ଏମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି । ଓଡ଼ିଶା ସମାଚାର

About admin

Check Also

୨୦୦୮ କନ୍ଧମାଳ ଦଙ୍ଗା ମାମଲା : ୩୦ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ କାରାଦଣ୍ଡ ସହ ୧ ହଜାର ଟଙ୍କା ଲେଖାଏଁ  ଜୋରିମାନା

ବାଲିଗୁଡା,୨୯/୦୭/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲ୍ଲା କୋଟଗଡ …

Leave a Reply

Your email address will not be published. Required fields are marked *