Monday , June 21 2021
Breaking News
Home / ବିଶେଷ / ତିନିଚକିଆ ସାଇକେଲ ପ୍ରଦାନ

ତିନିଚକିଆ ସାଇକେଲ ପ୍ରଦାନ

ଗରଦପୁର, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)-ତେଣ୍ଡାକୁଡ଼ା ପଂଚାୟତର ତେଣ୍ଡାକୁଡ଼ା ମୌଜାର ଖଲିଲ ଖାନ୍ ଙ୍କ ପୁଅ ଅମିର ଖାନ୍ ଜଣେ ଦିବ୍ୟାଙ୍ଗ ବା ଭିନ୍ନକ୍ଷମ । ସେ ୭୫ % ଭିନ୍ନକ୍ଷମ ହୋଇଥିବାରୁ  ତାଙ୍କୁ ଆଜି ଗରଦପୁର ବ୍ଲକ୍ ପ୍ରଶାସନ ପକ୍ଷରୁ  ଏକ ତିନିଚକିଆ ସାଇକେଲ ପ୍ରଦାନ କରାଯାଇଛି । ଗରଦପୁର ବ୍ଲକ୍ ବିଡ଼ିଓ ଶ୍ରୀ ଧରଣୀଧର ବେହେରା ଆଜି ଅମିର ଖାନ୍ ଙ୍କୁ  ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହରାଙ୍କ ଉପସ୍ଥିତିରେ  ଏକ ତିନିଚକିଆ ସାଇକେଲ ପ୍ରଦାନ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ : କରୋନା ଛୁଇଁ ପାରିନି  ଗୁମାଗଡ଼ ପଞ୍ଚାୟତକୁ

  କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା …

Leave a Reply

Your email address will not be published. Required fields are marked *