Tuesday , June 15 2021
Breaking News
Home / ତାଜା ଖବର / ତାଜା ଖବର : ମୋରମ ଖାଦାନରେ ପଡ଼ି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ

ତାଜା ଖବର : ମୋରମ ଖାଦାନରେ ପଡ଼ି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ

ମୟୁରଭଂଜ, ୦୩/୦୯/୨୦୧୯(ଓଡ଼ିଶା ସମାଚାର)- ମୋରମ ଖାଦାନରେ ପଡ଼ି ୨ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ । ବିଶ୍ୱନାଥ ବେତ୍ରା ଓ ଚାରୁ ବେତ୍ରାଙ୍କ ୨ ଶିଶୁ କନ୍ୟା ଘର ପଛପଟେ ମୋରମ ଖାଦାନରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି ।  ଜଣକର ବୟସ ୩ ବର୍ଷ ହୋଇଥିବାବେଳେ ଅନ୍ୟ ଜଣକର ବୟସ ୨ ବର୍ଷ । ପରିବାର ଲୋକ ଉଦ୍ଧାର କରି ହସପିଟାଲକୁ ନେଇଥିଲେ କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ମୋରମ ଖାଦାନ ବର୍ତମାନ ମଣିଷ ଓ ପଶୁଙ୍କ ପାଇଁ ମରଣ ଯନ୍ତା ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୫ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩/୦୬/୨୦୨୧(ଓଡ଼ିଶା ସମାଚାର / ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *