Monday , June 14 2021
Breaking News
Home / ତାଜା ଖବର / ତାଜା ଖବର: ପୂର୍ବ ବିବାଦକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ- ବୋମା ମାଡ଼ ଓ ଗୁଳି ଫୁଟିଲା – ୫ ରୁ ଅଧିକ ଆହତ

ତାଜା ଖବର: ପୂର୍ବ ବିବାଦକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ- ବୋମା ମାଡ଼ ଓ ଗୁଳି ଫୁଟିଲା – ୫ ରୁ ଅଧିକ ଆହତ

ଭୁବନେଶ୍ୱର, ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂ ପଂଚାୟତ ର ଡ଼ମଣଭୂମି ଠାରେ ପୂର୍ବ ବିବାଦକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ ହୋଇଛି । ବୋମା ମାଡ଼, ପଥର ମାଡ଼ ଓ ଗୁଳି ଫୁଟିଛି । ୫ ରୁ ଅଧିକ ଆହତ ହୋଇଛନ୍ତି । କେତେକ ଆହତଙ୍କୁ ଖୋର୍ଦ୍ଧା ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିବାବେଳେ କେତେକ ଗୁରୁତର ଆହତଙ୍କୁ ରାଜଧାନୀ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା । ଜଙ୍କିଆ ପୁଲିସ ପହଂଚି ପରିସ୍ଥିତି ଆୟତକୁ ଆଣିଛି ।

ମାଙ୍କଡ଼ା ପଥର ଚାଲାଣ, ଖରି ଖାଦାନକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *