Wednesday , August 4 2021
Breaking News
Home / ତାଜା ଖବର / ତାଜା ଖବର : ଜାଭିଅର ଇନଷ୍ଟିଚ୍ୟୁଟ କୁ ସିଲ କଲା ବିଏମସି

ତାଜା ଖବର : ଜାଭିଅର ଇନଷ୍ଟିଚ୍ୟୁଟ କୁ ସିଲ କଲା ବିଏମସି

ଭୁବନେଶ୍ୱର, ୨୨/୦୩/୨୦୨୧(ଓଡ଼ିଶା ସମାଚାର)- ଜାଭିଅର ଇନଷ୍ଟିଚ୍ୟୁଟ ରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଇନଷ୍ଟିଚ୍ୟୁଟକୁ ସିଲ କଲା ବିଏମସି । ବିଏମସି କର୍ମଚାରୀ କ୍ୟାମ୍ପସ କୁ ଯାଇପାରିବେ । ଅନ୍ୟ କାହାରିକୁ କ୍ୟାମ୍ପସକୁ ଛଡ଼ା ଯିବ ନାହିଁ କିମ୍ବା କ୍ୟାମ୍ପସ ମଧ୍ୟରୁ କେହି ବାହାରକୁ ଯାଇ ପାରିବେ ନାହିଁ । ଅତ୍ୟାବଶ୍ୟକ ପଦାର୍ଥ ଓ ଔଷଧ ଆଦି ବିଏମସି ଯୋଗାଇବ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର,୦୩/୦୮/୨୦୨୧(ଓଡ଼ିଶା ସମାଚାର)-  ଗଙ୍ଗନଗର ଅଂଚଳରେ ଘଟିଛି ଏକ ଅଭାବନୀୟଘଟଣା । ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି …

Leave a Reply

Your email address will not be published. Required fields are marked *