Wednesday , June 23 2021
Breaking News
Home / ବିଶେଷ / ଝୀଅର ବାହାଘର ପୂର୍ବରୁ ବାପର ମୃତ୍ୟୁ

ଝୀଅର ବାହାଘର ପୂର୍ବରୁ ବାପର ମୃତ୍ୟୁ

ତିର୍ତୋଲ ,୧୮/୦୧/୨୦୨୧ (ଓଡ଼ିଶା ସମାଚାର)-  ଝୀଅର ବାହାଘର ପୂର୍ବରୁ ବାପର ମୃତ୍ୟୁ । ଏଭଳି ଦୁଖଦ ଘଟଣା ଘଟିଛି ବିଶନପୁର ରେ । ଆଜି ଥିଲା ବିଶନପୁର ନିବାସୀ ସେକ୍ ମୁରସିଦ୍ ଅଲ୍ଲୀ(୫୮) ଙ୍କ ଝୀଅ ବାହାଘର । ସ୍ଥାନୀୟ କୋଲଟାରୁ ୪ ଟା ବେଳେ ବର ଆସିବ । ହେଲେ କିଡ଼ିନୀ ଜନିତ ରୋଗରେ ପିଡ଼ିତ ଥିବା ବାପ ମୁରସିଦ ଙ୍କର ପରଲୋକ ଘଟିଲା । ବାହାଘର ର ଖୁସୀ କୁଆଡ଼େ ଉଭେଇଗଲା । ଗାଁ ମୁରବୀ, ବସ୍ତି ସର୍ଦ୍ଧାର ଆଦି ଙ୍କୁ ନେଇ ମୁସଲମାନ ଧର୍ମାନୁଯାୟୀ କବରସ୍ଥାନରେ ଶୋକାକୂଳ ପରିବେଶମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଅପରାହ୍ନରେ ବର ପହଂଚିବ । ଓଡ଼ିଶା ସମାଚାର

About admin

Check Also

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ :ଥାନାରେ ଏତଲା 

ବାଲିଗୁଡ଼ା, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର  ପାଣିଗ୍ରାହୀ):ନାବାଳକ ଙ୍କୁଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ …

Leave a Reply

Your email address will not be published. Required fields are marked *