Tuesday , June 15 2021
Breaking News
Home / ବିଶେଷ / ଜେଲ ଅନ୍ତେଵାସୀ  ମାନଂକୁ ପାଠ୍ୟ   ପୁସ୍ତକ ବଣ୍ଟନ  

ଜେଲ ଅନ୍ତେଵାସୀ  ମାନଂକୁ ପାଠ୍ୟ   ପୁସ୍ତକ ବଣ୍ଟନ  

ଗରଦପୁର, ୨୫/୧୨/୨୦୨୦ (ଓଡ଼ିଶା ସମାଚାର)-  ପୂଜ୍ୟ ଗୁରୁଜୀ ଡ଼. ଚନ୍ଦ୍ରଭାନୁ ଶତପଥିଙ୍କ ଜୟନ୍ତୀ ଅବସରରେ   ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ପକ୍ଷରୁ ଭୁବନେଶ୍ୱର ସ୍ଥିତ ଝାରପଡା ଜେଲ ଅନ୍ତେବାସୀଙ୍କୁ ପାଠ୍ୟ ପୁସ୍ତିକା ବଣ୍ଟନ କରାଯାଇଥିଲା ।ଏଥିସହିତ ଉକ୍ତ କାର୍ଯ୍ୟକ୍ରମରେ ଭୀମ ଭୋଇ ଦୃଷ୍ଟିହୀନ ଛାତ୍ରାବାସର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଇ ଭଜନ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ଡ଼. ରୁଦ୍ର ମହାନ୍ତି, ରାଜଲଷ୍ମୀ ମହାନ୍ତି, ଡ଼.ଟୁନା ସାହୁ, ଅଜିତ ଷଡ଼ଙ୍ଗୀ, ଚନ୍ଦନ ସାମନ୍ତରାୟ ଓ ସଚିନ ସେନାପତି ଆଦି ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *