Sunday , June 20 2021
Home / ବିଶେଷ / ଜେଲ୍ରୁ କଏଦୀ ଛୁ

ଜେଲ୍ରୁ କଏଦୀ ଛୁ

ନୟାଗଡ଼, ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ନୟାଗଡ଼ ଉପ କାରାଗାରାରୁ ଜଣେ ବିଚାରଧୀନ କଏଦୀ ଫେରାର ହୋଇଯାଇଛି  । ସେ ହେଉଛି ହିମାଂଶୁ ନାୟକ  । ପୁଲିସ ଜେଲର ସିସିଟିଭି ଫୁଟେଜ ଯାଂଚ କରୁଛି  । ଏହା ସହିତ ତାକୁ ଧରିବା ବିଭୀନ୍ନ ସ୍ଥାନରେ ଚାଉ ଆରମ୍ଭ କରିଛି ପୋଲିସ  । ଗତ ୭ ତାରିଖରେ ଏକ ଡକାୟତି ମାମଲାରେ ହିମାଂଶୁ ଗିରଫ ହୋଇଥିଲା  । ଜାମିନ ନାମଞ୍ଜୁର ହେବାରୁ ତାକୁ ଉପ କାରାଗାରାକୁ ପଠାଯାଇଥିଲା  । ତେବେ ସେ ରବିବାର ଜେଲରୁ ଖସି ପଳାଇଥିବା ଜଣାପଡ଼ିଛି  । ଏ ନେଇ ଜେଲ ଅଧୀକ୍ଷକ ଥାନାରେ ଏତଲା ଦେଇଛନ୍ତି  । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *