Saturday , July 31 2021
Breaking News
Home / ବିଶେଷ / ଜେଇଏସଏସ ଫାଉଣ୍ଡେସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳିରେ ଶୁଖିଲା ଖାଦ୍ୟ ବଂଟନ

ଜେଇଏସଏସ ଫାଉଣ୍ଡେସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳିରେ ଶୁଖିଲା ଖାଦ୍ୟ ବଂଟନ

କେନ୍ଦ୍ରାପଡ଼ା, ୨୭/୦୫/୨୦୨୧(ଓଡ଼ିଶା ସମାଚାର)- ଜେଇଏସଏସ ଫାଉଣ୍ଡେସନ ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରାଂଚଳର ତନୁପୁର ଗ୍ରାମର ୩ ଓ ୪ ନମ୍ବର ୱାର୍ଡର ବାତ୍ୟା ଆଶ୍ରୟସ୍ଥଳିରେ ଥିବା ବାତ୍ୟା ପ୍ରଭାବିତ ଲୋକମାନଙ୍କୁ  ଶୁଖିଲା ଖାଦ୍ୟ,ମାସ୍କ ଓ ସାନିଟାଇଜର ପ୍ରଭୃତି  ବଂଟନ କରାଯାଇଛି । ଫାଉଣ୍ଡେସନର ସାମାଜିକ ଗଣମାଧ୍ୟମ ସଂଯୋଜିକା ପୁଷ୍ପାଞ୍ଜଳି ପାତ୍ର, ସମ୍ପାଦକ ପ୍ରିୟବତ ପାଢୀ, ସଭ୍ୟ ସ୍ମୃତିରଞ୍ଜନ ପାଢୀ ପ୍ରମୁଖ ବାତ୍ୟା ଆଶ୍ରୟସ୍ଥଳିରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *