Wednesday , August 4 2021
Breaking News
Home / ବିଶେଷ / ଜୁନାଗଡ଼ ସହରରେ ରଥଯାତ୍ରାକୁ ନେଇ ମାଇକ ବାର୍ତ୍ତା ଜାରୀ କଲା ପ୍ରଶାସନ,ରଥଯାତ୍ରା ପାଇଁ ମନ୍ଦିର ଓ ମନ୍ଦିର ପରିସର ରେ 144 ଧାରା ଜାରୀ

ଜୁନାଗଡ଼ ସହରରେ ରଥଯାତ୍ରାକୁ ନେଇ ମାଇକ ବାର୍ତ୍ତା ଜାରୀ କଲା ପ୍ରଶାସନ,ରଥଯାତ୍ରା ପାଇଁ ମନ୍ଦିର ଓ ମନ୍ଦିର ପରିସର ରେ 144 ଧାରା ଜାରୀ

ଜୁନାଗଡ଼, ୧୨/୦୭/୨୦୨୧ (ଓଡିଶା ସମାଚାର/ ରାକେଶ ବେମାଲ):  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ବ୍ରାହ୍ମଣ ପଡା ଦଧିବାମନ ମନ୍ଦିର, କଳମପୁର ଛକ ର ନୀଳାଦ୍ରି ଶ୍ରୀକ୍ଷେତ୍ର, ଡ଼ଙ୍ଗା ଘାଟ ପଡା ଜଗନ୍ନାଥ  ମନ୍ଦିର, ସଂସ୍କୃତିକ ଅନୁଷ୍ଠାନ ପାଖ ଜଗନ୍ନାଥ ମନ୍ଦିର ରହିଛି ।

କୋଭିଡ କଟକଣା ବଳବତ୍ତର ରହିଥିବାରୁ ଶ୍ରଦ୍ଧାଳୁ ମାନେ ମନ୍ଦିର ବାହାରୁ ହିଁ ଦର୍ଶନ କରୁ ଛନ୍ତି  । ରଥଯାତ୍ରା ସମୟ ରେ ମନ୍ଦିର ଓ ମନ୍ଦିର ପରିସର ରେ 144 ଧାରା ଜାରୀ କରାଯାଇଛି  ।  କେବଳ ପୂଜକ ଓ ସେବକଙ୍କ ଦ୍ୱରା ନିତିକାନ୍ତି ଓ ପୂଜାଅର୍ଚ୍ଚନା କରାଯିବ ।  ରଥଯାତ୍ରା ସମୟ ରେ ହଜାର ହଜାର ଭକ୍ତଙ୍କ ଭିଡ଼ ଗତ ଦିନ ମାନଙ୍କରେ ଲାଗି ରହୁ ଥିଲା ।  ହେଲେ ଏବର୍ଷ କୋଭିଡ କଟକଣା ଯୋଗୁଁ ଜନଗହଳି ଦେଖିବାକୁ ମିଳୁ ନାହିଁ ।  ଶ୍ରଦ୍ଧାଳୁ ମାନେ କୋଭିଡ କଟକଣା ମାନି ବାହାରୁ ହିଁ ଜଗନ୍ନାଥ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଓଡିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *