Saturday , July 31 2021
Breaking News
Home / ବିଶେଷ / ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ମାତୃବିୟୋଗ

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ମାତୃବିୟୋଗ

କେନ୍ଦ୍ରାପଡା ୨୭/୦୯/୨୦୧୯ ( ଓଡ଼ିଶା ସମାଚାର)-ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ମାତା ପ୍ରମିଳା ନାୟକଙ୍କ ୭୭ବର୍ଷ ବୟସରେ ଗୁରୁବାର ସକାଳେ କଟକର ଏକ ବେସରକାରୀ ନର୍ସିଂ ହୋମରେ ଚିକିସôାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଟଭାସି, ପରୋପକାରି ଓ ଧର୍ମପରାୟଣା ମହିଳାଥିଲେ । ତାଙ୍କର ମୃତୁ୍ୟ ଶଯ୍ୟା ନିକଟରେ ପୁତ୍ର ଚନ୍ଦ୍ରକାନ୍ତ ,ପୁତ୍ରବଧୁ, ଝିଅ ଜ୍ୱାଇଁ ଓ ନାତିନାତୁଣୀ ଏବଂ ବନ୍ଧୁବାନ୍ଧବମାନେ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରଠାରେ ତଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବା ବେଳେ ପୁତ୍ର ଚନ୍ଦ୍ରକାନ୍ତ ମୁଖାଗ୍ନି ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *