Wednesday , August 4 2021
Breaking News
Home / ବିଶେଷ / ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ କୃତିଛାତ୍ରୀଙ୍କୁ  ଶିକ୍ଷା ଉପକରଣ ପ୍ରଦାନ

ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ କୃତିଛାତ୍ରୀଙ୍କୁ  ଶିକ୍ଷା ଉପକରଣ ପ୍ରଦାନ

କେନ୍ଦ୍ରାପଡ଼ା, ୦୫/୦୫/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୁଲ୍ୟରେ କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ନାଗପାଟଣା ଗ୍ରାମର ମେଧାବୀ ଛାତ୍ରୀ କୁମାରୀ କାବେରୀ ମଲ୍ଲିକଙ୍କୁ ପୂର୍ବତନ ବିଧାୟକ ଇନ୍ଦ୍ରମଣୀ ରାଉତଙ୍କ ସ୍ମୃତିରେ ଦଶମ ଶ୍ରେଣୀର ସମସ୍ତ ପୁସ୍ତକ ଓ ପାଠ୍ୟଉପକରଣ, ମାସ୍କ ଓ ସାନିଟାଇଜର  ପ୍ରଭୃତି ପ୍ରଦାନ କରାଯାଇଛି । ସଂସଦର ସଭାପତି ତଥା ଜନସେବକ ପ୍ରଦୀପ କୁମାର ମହାନ୍ତି ଓ ସଂଯୋଜକ ଗୋଲଖ ଚନ୍ଦ୍ର ପଢିଆରୀ ତାଙ୍କ ଘରେ  ପହଁଚି କୁମାରୀ ମଲ୍ଲିକଙ୍କୁ ପୁସ୍ତକ ଓ ପାଠ୍ୟଉପକରଣ ସହ ମାସ୍କ ଏବଂ ସାନିଟାଇଜର ପ୍ରଭୃତି ପ୍ରଦାନ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *