Friday , June 18 2021
Breaking News
Home / ବିଶେଷ / ଜିଲ୍ଲା ଅବକାରୀ ବିଭାଗର ଚଢାଉ : ୧୦ଲିଟର ଚୋରାମଦ ଜବତ

ଜିଲ୍ଲା ଅବକାରୀ ବିଭାଗର ଚଢାଉ : ୧୦ଲିଟର ଚୋରାମଦ ଜବତ

କେନ୍ଦ୍ରାପଡା, ୧୪/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାଡା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୦ ଲିଟର ଚୋରା ଦେଶୀମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦେଶକ୍ରମେ ଅବକାରୀ ସବ୍ ଇନିସପେକ୍ଟର ସରୋଜ କୁମାର ବାଗ ଜମ୍ବୁ ମେରାଇନ ଥାନା  ଅନ୍ତର୍ଗତ ବାଘୁଆମାଟି ଗ୍ରାମରେ ଚଢାଉ କରି ଚୋରାମଦ ବେପାରୀ ଭୋଳାନାଥ ଦାସଙ୍କ ଠାରୁ  ୧୦ଲିଟର  ଚୋରା  ଦେଶୀମଦ ଜବତ କରିବା ସହିତ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଅବକାରୀ ସବଇନିସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *