Sunday , June 20 2021
Home / କ୍ରୀଡ଼ା / ଜାନୁଆରୀ ୧୩ରେ ପାରାଦ୍ୱୀପ ବନ୍ଦର କି୍ରକେଟ

ଜାନୁଆରୀ ୧୩ରେ ପାରାଦ୍ୱୀପ ବନ୍ଦର କି୍ରକେଟ

ଜିଲ୍ଲାର ୧୬ବର୍ଷରୁ କମ୍ ବାଳକ ବିଭାଗର ଚୟନ

ପାରାଦ୍ୱୀପ ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଓଡିଶା କି୍ରକେଟ ଆସୋସିଏସନ ଦ୍ୱାରା ଆୟୋଜନ ହେବାକୁ ଥିବା ୧୬ ବର୍ଷରୁ କମ (ବାଳକ) କ୍ରିକେଟ ଟିମ୍ ପାଇଁ ପାରାଦ୍ୱୀପ କ୍ରିକେଟ ଜିଲ୍ଲା ନିମନ୍ତେ ଖେଳାଳୀ ଚୟନ ଆସନ୍ତା ଜାନୁଆରୀ ୧୩ ତାରିଖ ବୁଧବାର ଦିନ ସକାଳ ୧୧ଟା ସମୟରେ ପାରାଦ୍ୱୀପ ର ଗୋପବନ୍ଧୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଇଚ୍ଛୁକ ଖେଳାଳୀମାନେ ଜନ୍ମ ପ୍ରମାଣ ପତ୍ର ସହ ଗୋପବନ୍ଧୁ ଷ୍ଟାଡିୟମରେ ଉପସ୍ଥିତ ରହି ଏହି ଚୟନରେ ଭାଗ ନେବାକୁ ପାରାଦ୍ୱୀପ ବନ୍ଦର କି୍ରକେଟ (ଜିଲ୍ଲା )ପକ୍ଷରୁ ସୂଚନା ମିଳିଛି । ଜିଲ୍ଲାର ମନୋନୀତ ଖେଳାନୀ ମାନେ ଓଡିଶା କି୍ରକେଟ୍ ଆସୋସିଏସନ ଦ୍ୱାରା ଆସନ୍ତା ଜାନୁଆରୀ ୨୦ ତାରିଖରେ ଆୟୋଜନ ହେବାକୁ ଥିବା ୧୬ବର୍ଷରୁ କମ୍ କି୍ରକେଟ ପ୍ରତିଯୋଗିତାରେ ଭାବ ନେବେ । ଓଡ଼ିଶା ସମାଚାର

About admin

Check Also

ଆଇଜିକେ ପକ୍ଷରୁ କରାଟେ ଛାତ୍ରଛାତ୍ରୀମାନଙ୍କୁ ବେଲ୍ଟ ଓ ସାର୍ଟିଫିକେଟ୍ ପ୍ରଦାନ

ପାରାଦୀପ ୧୦/୦୪/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ର ଆମ୍ଭେଦକର ପାର୍କ ପରିସର ରେ ଶୁକ୍ରବାର ଦିନ ଅପରାହ୍ନ ରେ  ପାରାଦୀପ  ର …

Leave a Reply

Your email address will not be published. Required fields are marked *