Thursday , June 17 2021
Breaking News
Home / ବିଶେଷ / ଜାତୀୟ ପତାକା କୁ ଅସମ୍ମାନ କରି ଅଡୁଆରେ ସ୍କୁଲ ଦାୟିତ୍ୱ ରେ ଥିବା ପ୍ରଧାନଶିକ୍ଷକ ଓ ଶିକ୍ଷକ

ଜାତୀୟ ପତାକା କୁ ଅସମ୍ମାନ କରି ଅଡୁଆରେ ସ୍କୁଲ ଦାୟିତ୍ୱ ରେ ଥିବା ପ୍ରଧାନଶିକ୍ଷକ ଓ ଶିକ୍ଷକ

ସାଲେପୁର,୨୭/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା): ଜାତୀୟ ପତ୍ତାକା କୁ ଅସମ୍ମାନ କରି ଅଡୁଆରେ ସ୍କୁଲ ପ୍ରଧାନ ଶିକ୍ଷକ ଓ ଶିକ୍ଷକ। ଗତକାଲି ଠାରୁ ଆଜି ସକାଳ ୧୦ ଟା ପର୍ଯ୍ୟନ୍ତ ସ୍କୁଲ ପରିସରରେ ଉଡୁଥିଲା ପତ୍ତାକା । ସକାଳୁ ସକାଳୁ ଗ୍ରାମବସୀ ମାନେ ଏଭଳି ଅଭାବନୀୟ ଦୃଶ୍ୟ ଦେଖି ସ୍ଥାନୀୟ ପୋଲିସ କୁ ଖବର ଦେବାପରେ ପୋଲିସ କର୍ମଚାରୀ ଆସି ଅବତରଣ କଲେ ଜାତୀୟ ପତ୍ତାକା । ସକାଳୁ ସକାଳୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ସାଲେପୁର ଲେଖନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଘଟଣା କୁ ନେଇ ନିନ୍ଦା କଲେ ଗ୍ରାମବାସୀ। ଦାୟିତ୍ବହୀନତା ପାଇଁ ସାଧାରଣରେ କଡା କାର୍ୟ୍ୟାନୁଷ୍ଠାନ ଦାବି କରାଯାଇଛି । ସେପଟେ ବ୍ଲକ ଉପାଧ୍ୟକ୍ଷ ଓ ଏବିଓ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *