Tuesday , June 15 2021
Breaking News
Home / ବିଶେଷ / ଜମିବାଡିକୁ କେନ୍ଦ୍ର କରି ୨ଟି ମାମଲା ରୁଜୁ

ଜମିବାଡିକୁ କେନ୍ଦ୍ର କରି ୨ଟି ମାମଲା ରୁଜୁ

ତାରପୁର,୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ଅନ୍ତର୍ଗତ ପୁରୁଣା ବସନ୍ତ ଗ୍ରାମର କାଳିକୃଷ୍ଣ ଚୌଧୁରି ଓ ନିରଞ୍ଜନ ପାଢୀଙ୍କ ମଧ୍ୟରେ ଜମି ବାଡିକୁ କେନ୍ଦ୍ର କରି କଳହ ଏବଂ ପାଟିତୁଣ୍ଡ ହୋଇଥିଲା । ଉକ୍ତ ଜମି ଉପରେ ଭେଡ ବୁଜାକୁ କେନ୍ଦ୍ର କରି ଉଭୟ ପକ୍ଷ ରଘୁନାଥପୁର ଥାନାର ଦ୍ୱାରସ୍ତ ହୋଇଥିଲେ । ଥାନା ଆଇ.ଆଇ.ସି ଦେବେନ୍ଦ୍ର ମହାପାତ୍ର ଉଭୟଙ୍କର ଅଭିଯୋଗ ଉପରେ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *