Sunday , June 20 2021
Home / ବିଶେଷ / ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ

 ଭୁବନେଶ୍ୱର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟର ୫ଗୋଟି ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟ ରେକର୍ଡ ଗୁଡ଼ିକର ସ୍କାନିଂ ଏବଂ ଡିଜିଟାଲାଇଜେସନ୍ କରିବା ପାଇଁ ପ୍ରସ୍ତାବ ଅଛି ଓ ତଦନୁଯାୟୀ ବିଧିବଦ୍ଧ ପଦକ୍ଷେପ ନିଆଯାଉଛି  । ରାଜ୍ୟର ସମସ୍ତ ଖତିଆନ୍କୁ କମ୍ପ୍ୟୁଟରୀକରଣ କରାଯାଇ ଭୂଲେଖ ୱେବ୍ସାଇଟ୍ ମାଧ୍ୟମରେ ଜନସାଧାରଣଙ୍କ ଅବଗତି ପାଇଁ ଉପଲବ୍ଧ କରାଯାଉଅଛି ବୋଲି  ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ବିଧାନସଭାରେ ଆଗତ ୫୮ ନମ୍ବର ପ୍ରଶ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ବିଧାନସଭାରେ ଉତ୍ତର ପ୍ରଦାନ କରିଛନ୍ତି  ।  ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *