Sunday , August 1 2021
Breaking News
Home / ତାଜା ଖବର / ଜନାର୍ଦନପୁର ରେ ଚିତ୍ରୋତ୍ପଳା ଦକ୍ଷିଣ କେନାଲ ମଧ୍ୟ କୁ ଓଲଟିଲା ଟ୍ରକ:ଡ୍ରାଇଭର ଆହତ

ଜନାର୍ଦନପୁର ରେ ଚିତ୍ରୋତ୍ପଳା ଦକ୍ଷିଣ କେନାଲ ମଧ୍ୟ କୁ ଓଲଟିଲା ଟ୍ରକ:ଡ୍ରାଇଭର ଆହତ

ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )ଚିତ୍ରୋତ୍ପଳା ନଦୀବନ୍ଧ ର ଜନାର୍ଦନପୁର ଦଶଭୁଜା ମନ୍ଦିର ନିକଟରେ ଦକ୍ଷିଣ ପାର୍ଶ୍ଵ କେନାଲ ମଧ୍ୟକୁ ଏକ ଚିପ୍ସ ଗୋଡି ବୋଝେଇ ଟ୍ରକ ଓଲିଟିପଡିବା ଫଳରେ ଡ୍ରାଇଭର ଆହାତ ହୋଇଛନ୍ତି।ଟ୍ରକ ଟି ସାଲେପୁର ଆଡୁ କ୍ରୀଷ୍ଣାନନ୍ଦପୁର କୁ ଯାଉଥିଲା।ଚିତ୍ରୋତ୍ପଳା ନଦୀବନ୍ଧ ରାସ୍ତା ଖରାପ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି।ଯଦି ରାସ୍ତା ପୁନଃ ମରାମତି ପାଇଁ ପ୍ରଶାସନ ପଦକ୍ଷପ ଗ୍ରହଣନ୍ତେ ଦୁର୍ଘଟଣା କୁ ଏଡାଇ ଦିଆଯାଇପରନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି । ଓଡିଶା ସମାଚାର

About admin

Check Also

୨୦୦୮ କନ୍ଧମାଳ ଦଙ୍ଗା ମାମଲା : ୩୦ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ କାରାଦଣ୍ଡ ସହ ୧ ହଜାର ଟଙ୍କା ଲେଖାଏଁ  ଜୋରିମାନା

ବାଲିଗୁଡା,୨୯/୦୭/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲ୍ଲା କୋଟଗଡ …

Leave a Reply

Your email address will not be published. Required fields are marked *