Tuesday , June 15 2021
Breaking News
Home / ବିଶେଷ / ଜନଶକ୍ତି ପାର୍ଟି ପକ୍ଷରୁ ସ୍ୱର୍ଗତ ହାଡିବନ୍ଧୁ ବେହେରାଙ୍କ ବିୟୋଗରେ ଶୋକ

ଜନଶକ୍ତି ପାର୍ଟି ପକ୍ଷରୁ ସ୍ୱର୍ଗତ ହାଡିବନ୍ଧୁ ବେହେରାଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା, ୧୦/୦୨/୨୦୨୧ (ଓଡ଼ିଶା ସମାଚାର)-ବରିଷ୍ଠ ଆଇନଜୀବି ସ୍ୱର୍ଗତ ହାଡିବନ୍ଧୁ ବେହେରାଙ୍କ ବିୟୋଗରେ ଜନଶକ୍ତି ପାର୍ଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାସ, ଡଃ.ସୂର୍ଯ୍ୟମଣୀ ପଣ୍ଡା ଓ ରମେଶ ଥାଟୋଇ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସ୍ୱର୍ଗତ ବେହେରାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ସ୍ୱର୍ଗତ ବେହେରା ଜଣେ ଦକ୍ଷ ଆଇନଜ୍ଞ ଓ ସମାଜସେବୀ ଥିଲେ ବୋଲି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *