Friday , June 18 2021
Breaking News
Home / ବିଶେଷ / ଜଙ୍ଗଲ ନିଆଁକୁ ଆୟତ କଲେ କଲେଜ କର୍ମଚାରୀ

ଜଙ୍ଗଲ ନିଆଁକୁ ଆୟତ କଲେ କଲେଜ କର୍ମଚାରୀ

ନିରାକାରପୁର, ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା କମାଗୁରୁ କଲେଜ ନିକଟସ୍ଥ ଜଙ୍ଗଲରେ ଆଜି ଅପରାହ୍ନରେ କୈାଣସି କାରଣରୁ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ  ନିଆଁ ଜଙ୍ଗଲର ବହୁ ଅଂଶକୁ ବ୍ୟାପି ଯାଉଥିବାବେଳେ କମାଗୁରୁ କଲେଜ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତିଙ୍କ ନେତୃତ୍ୱରେ କର୍ମଚାରୀମାନଙ୍କର ଅକ୍ଲାନ୍ତ ପରିଶ୍ରମ ଫଳରେ ୨ଘଂଟାରେ ନିଆଁକୁ ଆୟ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *