Sunday , June 13 2021
Breaking News
Home / ବିଶେଷ / ଜଗବନ୍ଧୁଜରାଶ୍ରମତରଫରୁ ୭୩ ଜଣ ଅସହାୟଙ୍କୁବସ୍ତ୍ର ପ୍ରଦାନ

ଜଗବନ୍ଧୁଜରାଶ୍ରମତରଫରୁ ୭୩ ଜଣ ଅସହାୟଙ୍କୁବସ୍ତ୍ର ପ୍ରଦାନ

 

ଭୁବନ,୧୬/୦୮/୨୦୧୯(ଓଡ଼ିଶା ସମାଚାର)-ଭୁବନ ର ଅନନ୍ୟ ସେବା ପ୍ରତିଷ୍ଠାନ ଜଗବନ୍ଧୁ ଜରାଶ୍ରମ ତରଫରୁ ପୂର୍ବବର୍ଷଭଳି ଚଳିତ ବର୍ଷ ମଧ୍ୟ ନିଆରାଢଙ୍ଗରେ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଶତପ୍ରତିଶତ ଭିନ୍ନକ୍ଷମ ଇଶ୍ୱରଚନ୍ଦ୍ର ସାହୁ(୮୯) ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଏକ ହୋମିଓପ୍ୟାଥିକ ଚିକିତ୍ସା ଶିବିର ର ଆୟୋଜନ କରାଯାଇଥିଲା ।  ୭୩ ତମ ସ୍ୱାଧିନତା ଦିବସ ଅବସରରେ ୭୩ ଜଣ ଅସହାୟ ନିଃସହାୟ ଗରିବଲୋକଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା ।  ସମସ୍ତ କାର୍ଯ୍ୟକ୍ରମ ସଂପାଦକ ଆଶୁତୋଷ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *