Monday , June 21 2021
Breaking News
Home / ଶିକ୍ଷା / ଜଗତସିଂହପୁରରେ ବିଜ୍ଞାନ ପଦଯାତ୍ରା

ଜଗତସିଂହପୁରରେ ବିଜ୍ଞାନ ପଦଯାତ୍ରା

ଜଗତସିଂହପୁର, ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ଠାରେ ବିଜ୍ଞାନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଜଗତସିଂହପୁର କଲେଜଛକ ଠାରୁ ବାହାରି ବଙ୍ଗଳାଛକ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଓ ବିଜ୍ଞାନପ୍ରେମୀଙ୍କୁ ବୈଜ୍ଞାନିକ ଡଃ ଶଶିକାନ୍ତ ଆଚାର୍ଯ୍ୟ, ଶିକ୍ଷାବିତ ବିଶ୍ୱାବସୁ ଦାସ, ଅଧ୍ୟାପକ ମନୋଜ କୁମାର ଲେଙ୍କା, ଗବେଷକ ଅମରେନ୍ଦ୍ର ନାୟକ, ଅମ୍ବିକା ମହାନ୍ତି, ଆଇନଜୀବୀ ରଞ୍ଜିତ ମହାନ୍ତି, ପ୍ରଦୀପ୍ତ ରାମ ପ୍ରମୁଖ ଉଦବୋଧନ ଦେଇଥିଲେ । ଛାତ୍ର ପ୍ରତିନିଧି ଭାବେ ବିକାଶ ରଞ୍ଜନ ମୁଦୁଲି, ଶୁଭାଙ୍ଗିନୀ ବସ୍ତିଆ, ରୁଦ୍ରପ୍ରସାଦ ପରିଡା, ସୁଶୀଲ ମହାପାତ୍ର ପ୍ରମୁଖ ପଦଯାତ୍ରାର ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *