Wednesday , June 23 2021
Breaking News
Home / ବିଶେଷ / ଜଇପୁର ଠାରେ ପଲ୍ୟୁସନ ପରୀକ୍ଷା କେନ୍ଦ୍ର  ଉଦଘାଟିତ 

ଜଇପୁର ଠାରେ ପଲ୍ୟୁସନ ପରୀକ୍ଷା କେନ୍ଦ୍ର  ଉଦଘାଟିତ 

ତାରପୁର, ୨୯/୧୦/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ ଜଇପୁର ଠାରେ କିଙ୍ଗ ପଲ୍ୟୁସନ ସେଂଟର ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ସରପଂଚ ବିଜୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଏହାକୁ ଉଦଘାଟନ କରିଥିବାବେଳେ ବିଜୁ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ , ପୂର୍ବତନ ସମିତି ସଭ୍ୟ ତାରାକାନ୍ତ ଜେନା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତ୍ୟେକ ପେଟ୍ରୋଲ, ଡ଼ିଜେଲଓ ସିଏନଜି ଯାନ ଗୁଡ଼ିକର ସଠିକ ପରୀକ୍ଷଣ କରାଯାଇ ପ୍ରମାଣପତ୍ର ମିଳିପାରିବ ବୋଲି ଏହାର ସତ୍ୱାଧିକାରୀ ରହିମ ଖାଁ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *