Wednesday , August 4 2021
Breaking News
Home / ବିଶେଷ / ଚିତାବାଘ ନୁହେଁ ଏହା ବଣ ବିଲେଇ, ସୂଚନା ଦେଲେ ବନବିଭାଗ ଅଧିକାରୀ

ଚିତାବାଘ ନୁହେଁ ଏହା ବଣ ବିଲେଇ, ସୂଚନା ଦେଲେ ବନବିଭାଗ ଅଧିକାରୀ

ସାଲେପୁର,୦୯/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା)- ସାଲେପୁର ବ୍ଲକ ଅନ୍ତର୍ଗତ ନାନ୍ଦୋଳ ଗଡା ବଜାରପାଖ ରେ ଏକ ଛୋଟ ଚିତାବାଘ ବୋଲି ଅନୁମାନ କରି ଛାତଉପରେ ଚଢି ଦୂରରୁ ଦେଖି ଭିଡିଓ କରି ସୋସିଆଲ ମିଡ଼ିଆ ରେ ଭାଇରାଲ କରି ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଗ୍ରାମବାସୀ। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାଙ୍କୁ ସଚେତନ କରିବା ସହିତ ଗତକାଲି ରାତ୍ରି ରୁ ପ୍ରାୟ ୩୦ ଉର୍ଦ୍ଧ୍ଵ କର୍ମଚାରୀ ପେଟ୍ରୋଲିଙ୍ଗ କରିବା ସହିତ ବିଭିନ୍ନ ସ୍ଥାନରେ ଯନ୍ତା ବସାଇଥିଲେ । ଆଜି ସକାଳୁ ସିଟି ଫରେଷ୍ଟ ସହକାରୀ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା ଭିଭିନ ସ୍ଥାନରେ ଅନୁଧ୍ୟାନ କରି ଗଣମାଧ୍ୟମ କୁ ପତିକ୍ରିୟା ରେ କହିଲେ ଯେ ଏହା ବାଘନୁହେଁ ଏହା ବଣବିରାଡ଼ି।ବର୍ତ୍ତମାନ ସୁଦ୍ଧା ପେଟ୍ରୋଲିଙ୍ଗ ଜାରୀରହିଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।ଜନ୍ତୁ ଟି ଧରାପଡ଼ିନଥିବାରୁ ସ୍ଥାନୀୟ ଅଂଚଳ ରେ ଭୟର ବାତାବରଣ ଦୂରହୋଇ ନାହଁ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *