Monday , June 21 2021
Breaking News
Home / ରାଜନୀତି / ଚଳଚିତ୍ର ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ଜନଶକ୍ତି ପାର୍ଟିର ଶୋକ

ଚଳଚିତ୍ର ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ଜନଶକ୍ତି ପାର୍ଟିର ଶୋକ

କେନ୍ଦ୍ରାପଡା, ୨୧/୦୧/୨୦୨୧(ଓଡ଼ିଶା ସମାଚାର)-  କଳାକାର ଜଗତର ଜଣେ ଅପ୍ରତିଦ୍ୱନ୍ଦୀ ଅଭିନେତା ଭାବରେ ବେଶ ଜଣାଶୁଣା ତଥା ବାଲିଆ ଅଚଂଳର ଜ୍ୱାଇଁ ରବି ମିଶ୍ରଙ୍କ ବିୟୋଗରେ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ପ୍ରଦୀପ କୁମାର ଦାଶ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ଦାଶ କହିଛନ୍ତି ଯେ ସ୍ୱର୍ଗତ ମିଶ୍ରଙ୍କ ଭଳି ଓଡିଆ ଚଳଚିତ୍ର ତଥା ଟେଲିଭିଜନ ଜଗତର ବରିଷ୍ଠ ଅଭିନେତାଙ୍କ ବିୟୋଗରେ ସେ ମର୍ମାହତ । ତାଙ୍କ ଭଳି ଅଭିନେତାଙ୍କ ସ୍ଥାନ ଅପୁରଣୀୟ ବୋଲି ଶ୍ରୀ ଦାଶ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଋାହୁଳ ଙ୍କ ଜନ୍ମ ଦିନରେ ମାସ୍କ ବଂଟନ 

ଗରଦପୁର, ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାଟକୁରା କଂଗ୍ରେସ ପକ୍ଷରୁ କଂଗ୍ରେସର ପ୍ରାକ୍ତନ ସଭାପତି ରାହୁଳ ଗାନ୍ଧିଙ୍କ ୫୧ତମ ଜନ୍ମ ତିଥି ଆଜି ପାଳନ …

Leave a Reply

Your email address will not be published. Required fields are marked *