Saturday , July 31 2021
Breaking News
Home / ବିଶେଷ / ଗୁଣ୍ଡିଚା ପାଇଁ ଶ୍ରୀବଳଦେବଜୀଉ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ଧାରା ଜାରି

ଗୁଣ୍ଡିଚା ପାଇଁ ଶ୍ରୀବଳଦେବଜୀଉ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ଧାରା ଜାରି

କେନ୍ଦ୍ରାପଡ଼ା, ୧୧/୦୭/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ସଂକ୍ରମଣକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଚର୍ତୁପାଶ୍ୱର୍ ୫ଶହ ମିଟର ବ୍ୟବଧାନ ପର୍ଯ୍ୟନ୍ତ, ରଥଦାଣ୍ଡ ପରିସର ଓ ମାଉସୀମା ମନ୍ଦିର ନିକଟସ୍ଥ ଅଂଚଳରେ ରବିବାର ରାତି ୯ଟା ଠାରୁ ସୋମବାର ରାତି ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ନିରଞ୍ଜନ ବେହେରା  ୧୪୪ ଧାରା ଜାରିକରିବା ସହିତ ଶ୍ରୀଜୀଉଙ୍କ ସେବାୟତଙ୍କ ବ୍ୟତିତ ସାଧାରଣ ଜନତାଙ୍କ ପାଇଁ ଏହା ଲାଗୁ ହେବ ବୋଲି ନିର୍ଦେଶରେ କୁହାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *