Thursday , August 5 2021
Breaking News
Home / ସ୍ୱାସ୍ଥ୍ୟ / ଗରଦପୁର ବ୍ଲକ୍ ରେ ସେଂଚୁରୀ ମାରିଲା କରୋନା

ଗରଦପୁର ବ୍ଲକ୍ ରେ ସେଂଚୁରୀ ମାରିଲା କରୋନା

ଗରଦପୁର, ୧୩/୦୫/୨୦୨୧(ଓଡ଼ିଶା ସମାଚାର)-ଆଜି ଗରଦପୁର ବ୍ଲକ୍ ରେ ଆଉ ୧୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣ ପୁରୁଷ, ୨ ଜଣ ମହିଳା ଓ ଜଣେ ୧ ବର୍ଷର ଶିଶୁ କନ୍ୟା । ଆଜିର ସଂଙ୍କ୍ରମିତଙ୍କୁ ମିଶାଇ ବ୍ଲକ୍ ରେ କରୋନା ସଙ୍କ୍ରମିତ ଙ୍କ ସଂଖ୍ୟା ଶହେ ଟପିଲାଣି । ଆଜି ପର୍ଯ୍ୟନ୍ତ ୧୦୦ ପୁରୁଷ ଓ ୨୭ ମହିଳା ଏହିପରି ବ୍ଲକ୍ ରେ ମୋଟ୍ ସଂଙ୍କ୍ରମିତ ଙ୍କ ସଂଖ୍ୟା ୧୨୭ ରେ ପହଂଚିଛି । ବ୍ଲକ୍ ରେ ସଂଙ୍କ୍ରମିତ ଙ୍କ ସଂଖ୍ୟା ଗରଦପୁର ପଂଚାୟତ ଓ ତେଣ୍ଡାକୁଡ଼ା ପଂଚାୟତରେ ଅଧିକ ଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ଆଜି କେନ୍ଦ୍ରାପଡ଼ା ଜିଲାରେ ମାତ୍ର ୧୮ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା,୦୨/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମାତ୍ର ୧୮ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା …

Leave a Reply

Your email address will not be published. Required fields are marked *