Tuesday , June 15 2021
Breaking News
Home / ତାଜା ଖବର / ଖବର ଏବେ ଏବେ : ରାଜଧାନୀରେ ଫୁଟିଲା ଗୁଳି

ଖବର ଏବେ ଏବେ : ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର, ୨୯/୧୨/୨୦୨୦ (ଓଡ଼ିଶା ସମାଚାର)- ରାଜଧାନୀରେ ଫୁଟିଛି ଗୁଳି । ପୂର୍ବ ଶତୃତାକୁ ନେଇ ଗୁଳି ମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି । ଡ଼ୁମଡ଼ୁମାରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳିମାଡ଼ରେ ଆହତ ଯୁବକଙ୍କୁ ଏଆଇଆଇଏମଏସ ରେ ଭର୍ତି କରାଯାଇଛି । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରୁଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା …

Leave a Reply

Your email address will not be published. Required fields are marked *