Sunday , June 20 2021
Home / ତାଜା ଖବର / ଖବର ଏବେ ଏବେ : ତେଲ ମିଲ ରେ ନିଆଁ ଲାଗିଛି – ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଗଲା

ଖବର ଏବେ ଏବେ : ତେଲ ମିଲ ରେ ନିଆଁ ଲାଗିଛି – ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଗଲା

ବରଗଡ଼, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- ବରଗଡ଼ ନାଗିନପାଲୀ ଛକ ରେ ଥିବା ଏକ ତେଲ ମିଲ ରେ ନିଆଁ ଲାଗିଛି । ୨ ଟି ଦମକଳ ଓ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଯାଇଛି ତେବେ ୩୦ ରୁ ଅଧିକ ଶ୍ରମିକ ଅଳ୍ପକେ ବର୍ତି ଯାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *